ଓଡିଶା

odisha

Padmapur By Poll: ମୁଁ କଥା ନୁହେଁ କାମରେ ବିଶ୍ୱାସ କରେ: ମୁଖ୍ୟମନ୍ତ୍ରୀ

By

Published : Dec 2, 2022, 4:24 PM IST

Updated : Feb 3, 2023, 8:34 PM IST

ପଦ୍ମପୁର/ବରଗଡ: ଦଳୀୟ ପ୍ରାର୍ଥୀନୀ ବର୍ଷା ସିଂ ବରିହାଙ୍କ ପାଇଁ ଭୋଟ ମାଗିଲେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ପ୍ରଥମ ସାଧାରଣ ଝାରବନ୍ଧ ବ୍ଲକରେ ସାଧାରଣ ସଭାକୁ କଲେ ସମ୍ବୋଧିତ । ସମ୍ବୋଧନ ବେଳେ ସିଧା ସଳଖ ବିଜେପିକୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ । ଚାଷ, ଚାଷୀ, ଜଳସେଚନ, ଯୋଗାଯୋଗ ରେଳ, ଫସଲ ବୀମା ପ୍ରସଙ୍ଗରେ ବର୍ଷିଲେ ନବୀନ । ଦିଲ୍ଲୀରୁ ପଲ୍ଲୀ ଯାଏଁ ଲଢେଇ କରିବି କହିଲେ ନବୀନ । ବର୍ଷା ସିଂ ବରିହାଙ୍କୁ ଭୋଟ ଦେବାକୁ କଲେ ନିବେଦନ ।
Last Updated : Feb 3, 2023, 8:34 PM IST

ABOUT THE AUTHOR

...view details