ଓଡିଶା

odisha

ଚାନ୍ଦିମେଢ ତାଲିକାରେ ସାମିଲ ହେଲା କଲେଜ ଛକ ପୂଜା କମିଟି

By

Published : Sep 30, 2022, 4:23 PM IST

Updated : Feb 3, 2023, 8:28 PM IST

କଟକ: ଚଳିତବର୍ଷ କଟକ ଦୂର୍ଗାପୂଜା ଚାନ୍ଦି ମେଢ଼ ଫର୍ଦ୍ଧରେ ଯୋଡିହେଲା ଆଉ ଏକ ଅଧ୍ୟାୟ। ଚଳିତ ବର୍ଷ କଟକ ସହରରେ ସମୁଦାୟ ୨୮ଟି ଚାନ୍ଦି ମେଢ ହେବ । ଏହା ତାଲିକାରେ ସହରର କଲେଜ ଛକ ପୂଜା କମିଟି ଆଜି ସାମିଲ ହୋଇଛି । ଟ୍ବିନ୍‌ ସିଟି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ମୁଖ୍ୟ ଅତିଥୀ ଭାବରେ ଯୋଗଦେଇ ଏହି ଚାନ୍ଦି ମେଢ଼ର ଉଦଘାଟନ କରିଛନ୍ତି। କଟକ ସହରର କଲେଜ ଛକ ପୂଜା କମିଟିର ୭୩ ତମ ପ୍ରତିଷ୍ଠା ଦିବସରେ ନବ ନିର୍ମିତ ଚାନ୍ଦି ମେଢ଼ର ଶୁଭ ଉଦଘାଟନ କରାଯାଇଛି।
Last Updated : Feb 3, 2023, 8:28 PM IST

ABOUT THE AUTHOR

...view details