ନୂଆଁଖାଇ ଭେଟଘାଟ, ହାଇଦ୍ରାବରେ ଭେଟଘାଟ ହେଉଛି ଆମେ ଖୁସି: ପ୍ରବାସୀ ପଶ୍ଚିମ ଓଡିଶାବାସୀ

By

Published : Sep 19, 2022, 10:57 PM IST

thumbnail

ହାଇଦ୍ରାବାଦ: ହାଇଦ୍ରାବାଦରେ ଆୟୋଜିତ ହୋଇଯାଇଛି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ଭେଟଘାଟ- 2022 । ତେଲେଙ୍ଗାନାରେ ବସବାସ କରୁଥିବା ପ୍ରବାସୀ ପଶ୍ଚିମ ଓଡିଶାବାସୀଙ୍କୁ ନେଇ ଅଗ୍ରଣୀ ସଂଗଠନ ‘‘ୱେଷ୍ଟର୍ଣ୍ଣ ଓଡିଶା ସୋସିଆଲ ଆଣ୍ଡ କଲଚରାଲ ଆସୋସିଏସନ’’ (ଓସାକା) ପକ୍ଷରୁ (ରବିବାର) ଏହି ମହତ୍ସୋବ ଆୟୋଜିତ ହୋଇଛି । ହାଇଦ୍ରାବାଦ ଶ୍ରୀନଗର କଲୋନୀ ସ୍ଥିତ ଶ୍ରୀ ଭେଙ୍କଟେଶ୍ବର ସ୍ବାମୀ କଲ୍ୟାଣ ମଣ୍ଡପ ଠାରେ ଏହି ନୂଆଁଖାଇ ଭେଟଘାଟ ଆୟୋଜିତ ହୋଇଥିଲା । ଏହି ଅବସରରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାର କଳାକାରମାନେ ନୃତ୍ୟ ଗୀତ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମରେ ଶହଶହ ସଂଖ୍ୟାରେ ଅତିଥି ତଥା ପଶ୍ଚିମ ଓଡିଶାବାସୀ ଅଂଶଗ୍ରହଣ କରିଥିଲେ । ଏନେଇ କଣ କହୁଛନ୍ତି ପ୍ରବାସୀ ପଶ୍ଚିମ ଓଡିଶାବାସୀ ଆସନ୍ତୁ ଶୁଣିବା ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.