ସିନିୟର କଲେଜ ଛାତ୍ରଙ୍କୁ ଜୁନିୟରଙ୍କ ମାଡ଼ ଘଟଣା, ତଦନ୍ତ ଆରମ୍ଭ

By

Published : Oct 1, 2022, 12:25 PM IST

Updated : Oct 1, 2022, 3:21 PM IST

thumbnail

କଲେଜ ଛାତ୍ରଙ୍କୁ ରାଗିଂ ପରେ ମାଡ଼ ଘଟଣାରେ ପୋଲିସର ତଦନ୍ତ ଆରମ୍ଭ । ବଲାଙ୍ଗୀର ଜିଲ୍ଲା ସଇଁତଳା ପଞ୍ଚାୟତ ସମିତି କଲେଜର ଜଣେ ଯୁକ୍ତ ଦୁଇ ଛାତ୍ରଙ୍କୁ ପ୍ରଥମେ ରାଗିଂ ଓ ପରେ ନିସ୍ତୁକ ମାଡ଼ ମାରିବାର ଭିଡିଓ ଭାଇରାଲ ହୋଇଥିଲା । ସେପଟେ ମାଡ଼ କହିଥିବା ପୀଡ଼ିତ ଛାତ୍ର ସଇଁତଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ଟିଟିଲାଗଡ ଏସଡିପିଓ ଅଙ୍କିତା କୁମ୍ଭାର କଲେଜକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି । ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରିବା ସହ ସମସ୍ତଙ୍କର ବୟାନ ରେକର୍ଡ କରିଛନ୍ତି । ଇଟିଭି ଭାରତ, ବଲାଙ୍ଗୀର

Last Updated : Oct 1, 2022, 3:21 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.