ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ରାସ୍ତା ମଝିରେ ଗାଡି ଅଟକାଇଲେ ପ୍ରିନ୍ସିପାଲ୍‌

By

Published : Sep 23, 2022, 12:48 PM IST

thumbnail

ସ୍କୁଲ ସମ୍ମୁଖରେ ଦ୍ରୁତ ବେଗରେ ଗାଡି ଚଲାଇବାରୁ ଚାଳକକୁ ଗାଳି କଲେ ପ୍ରିନ୍ସିପାଲ । ରାସ୍ତା ମଝିରେ ଗାଡି ସମ୍ମୁଖରେ ଠିଆ ହେବା ସହ ଚାଳକଙ୍କୁ ସ୍କୁଲ ସମ୍ମୁଖରେ ଯିବାବେଳେ ଧିରେ ଗାଡି ଚଳାଇବାକୁ କହିଲେ । ସ୍କୁଲ ପିଲାଙ୍କ ସୁରକ୍ଷା ପାଇଁ ପ୍ରିନ୍ସପାଲଙ୍କ ଏଭଳି ପଦକ୍ଷକୁ ନେଇ ସମସ୍ତେ ବେଶ ପ୍ରଶଂସା କରୁଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏଭଳି ଘଟଣା ଘଟିଛି କେରଳର ମଲ୍ଲମପୁରମରେ । ପ୍ରିନ୍ସିପାଲ ଜଣଙ୍କ ହେଉଛନ୍ତି PTMHH ସ୍କୁଲରେ କାର୍ଯ୍ୟରତ ସାନୁଧିନ ଶକିର ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.