ଜଳନ୍ଧର ମହିଳାଙ୍କ ନିଆରା ପ୍ରତିଭା, ବର୍ଜ୍ୟବସ୍ତୁରୁ ପ୍ରସ୍ତୁତ ହେଉଛି ଆକର୍ଷଣୀୟ ସାମଗ୍ରୀ

By

Published : Oct 5, 2022, 7:08 PM IST

thumbnail

ଚଣ୍ଡିଗଡ: ସମସ୍ତ ମନୁଷ୍ୟ ଭିତରେ କିଛି ଅଦୃଶ୍ୟ ପ୍ରତିଭା ଲୁଚି ରହିଥାଏ । ଯେତେବେଳେ ତାହା ବାହରକୁ ବାହାରେ ତାହା ସମସ୍ତଙ୍କୁ ଆଚମ୍ବିତ କରିବା ସହ ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ପାଲଟିଯାଏ । ଅଦରକାରୀ ବର୍ଯ୍ୟବସ୍ତୁ ପରିବେଶ ପ୍ରଦୂଷଣ କରୁଥିବା ବେଳେ ଏହାକୁ ନେଇ ସୁନ୍ଦର ସୁନ୍ଦର ବ୍ୟବହାର ସାମଗ୍ରୀ ସହ କଳାକୃତି କରୁଛନ୍ତି ଜଳନ୍ଧରର ଜଣେ ମହିଳା ରମନପ୍ରୀତ କୌର । ନୂଆ କରିବାର ଆଗ୍ରହ ତାଙ୍କୁ ଦେଇଛି ସ୍ବତନ୍ତ୍ର ପରିଚୟ । ରମନପ୍ରୀତ କହିଛନ୍ତି ଯେ, ସେ ଦୀର୍ଘଦିନ ହେଲା ସ୍ବଚ୍ଛ ଭାରତ ମିଶନ ଏବଂ ପ୍ଲାଷ୍ଟିକ ଫ୍ରି ଇଣ୍ଡିଆ ଭଳି ସ୍ବସ୍ଥ ଭାରତ ଅଭିଯାନ ସହ ଜଡିତ ରହିଥିଲେ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.