ଦୁର୍ଗା ପୂଜା ପାଇଁ ଭୁବନେଶ୍ବରରେ ଧରପଗଡ, ବସ୍ତି ଓ ଖଟିରେ ପୋଲିସର ଫ୍ଲାଗ୍ ମାର୍ଚ୍ଚ

By

Published : Sep 23, 2022, 11:02 AM IST

thumbnail

ଭୁବନେଶ୍ବର: ପୂଜା ପୁର୍ବରୁ ଏକାଠି ହୋଇପାରନ୍ତି କ୍ରିମିନାଲ, ଏନେଇ ସହରରେ ଚାଲିଛି ଫ୍ଲାଗ ମାର୍ଚ୍ଚ । ବିଭିନ୍ନ ଗଳିରେ ଖଟି ଓ ବସ୍ତିରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି । ଦାଗି କ୍ରିମିନାଲଙ୍କ ଘରେ ପଶି ସର୍ଚ୍ଚ କରାଯାଉଛି । ଖଟି ଉପରେ କ୍ରିମିନାଲଙ୍କ ଉପରେ ନଜର ମଧ୍ୟ ରହିଛି । ମଦ ଭାଟି ,ନିଶା ବେପାରୀ ,ପେସାଦାର ଅପରାଧିଙ୍କ ଘରେ ଘନଘନ ଚଢ଼ାଉ ହେଉଛି । ସହରର ବିଭିନ୍ନ ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ପୋଲିସର ଏଭଳି ଫ୍ଲାଗ ମାର୍ଚ୍ଚ । ଭୁବନେଶ୍ବର ଜୋନ ୪ଅଞ୍ଚଳର ଲକ୍ଷ୍ମୀସାଗର ଥାନା ହଳଦିପଡିଆ ଅଞ୍ଚଳରେ ଫ୍ଲାଗ ମାର୍ଚ୍ଚ ମଧ୍ୟ ହୋଇଛି । ଶୁଣନ୍ତୁ ଏନେଇ କଣ କହୁଛନ୍ତି ଜୋନାଲ ଏସିପି ଏସଏନ ମୁଦୁଲି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.