ଶ୍ରୀମନ୍ଦିର ଦ୍ୱାର ଫିଟା ଓ ପତିତପାବନଙ୍କ ମଙ୍ଗଳ ଆଳତୀ

By

Published : Sep 25, 2021, 7:12 AM IST

thumbnail

ଜଗତର କଲ୍ୟାଣ ପାଇଁ ପ୍ରତ୍ୟେକ ଦିନ ବଡି ଭୋରୁ ଶ୍ରୀମନ୍ଦିରରେ ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତି ନୀତି କରାଯାଉଛି । ତେବେ ସବୁଦିନ ପରି ଆଜି ବଡି ଭୋରରୁ ସେବାୟତ ଓ ପୂଜା ପଣ୍ଡାଙ୍କ ଦ୍ବାରା ପ୍ରଥମେ ଶ୍ରୀମନ୍ଦିରର ଦ୍ବାର ଫିଟା ଯାଇଥିଲା । ଏହାପରେ ହାତରେ ଆଳତି ଦୀପ ଓ ଘଣ୍ଟି, ମୁହଁରେ ମନ୍ତ୍ରୋଚାରଣ କରି ପତିତପାବନଙ୍କ ମଙ୍ଗଳ ଆଳତି ନୀତି ସମ୍ପନ୍ନ ହୋଇଛି । ବିଶ୍ବାସ ରହିଛି ସକାଳୁ ସକାଳୁ ଏହାକୁ ଦର୍ଶନ କଲେ ଜୀବନର ସମସ୍ତ ପାପକ୍ଷୟ ହୁଏ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.