ଚନ୍ଦ୍ରଘଣ୍ଟା ରୂପରେ ପୂଜା ପାଉଛନ୍ତି ମାଆ

By

Published : Sep 28, 2022, 1:54 PM IST

thumbnail

ଭବାନୀପାଟଣା: ଆଜି ନବରାତ୍ର ପୂଜାର ତୃତୀୟ ଦିନ। ଚନ୍ଦ୍ରଘଣ୍ଟା ରୂପରେ ପୂଜା ପାଉଛନ୍ତି ମାଆ। କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନରେ ମାଆଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଚାଲିଛି। ଭବାନୀପାଟଣା ସହରର ନକଟିଗୁଡା ପୂଜା ମଣ୍ଡପ ,ବାହାଦୂର ବଗିଚା ପଡା ଦୁର୍ଗା ପୂଜା ମଣ୍ଡପ ସହ ବିଭିନ୍ନ ଶକ୍ତିପୀଠରେ ମାଆଙ୍କ ନବରାତ୍ର ପୂଜା ଚାଲିଥିବା ବେଳେ ଆଜି ଚନ୍ଦ୍ରଘଣ୍ଟା ରୂପରେ ମାଆଙ୍କର ପୂଜା କରାଯାଉଛି। ସେପଟେ ଅଧିଷ୍ଠାତ୍ରୀ ଦେବୀ ମାଆ ମାଣିକେଶ୍ୱରୀଙ୍କ ମନ୍ଦିରରେ ଷୋଡ଼ଶ ଉପଚାର ପୂଜା ଚାଲିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.