Vice President Election: ଜଗଦୀପ ଧନଖରଙ୍କ ଗାଁରେ ଅଦିନିଆ ଦୀପାବଳି
Published on: Aug 6, 2022, 9:35 PM IST

ଝୁନଝୁନ (ରାଜସ୍ଥାନ): ନୂଆ ଉପ-ରାଷ୍ଟ୍ରପତି ଭାବେ ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖଡ ବିଜୟୀ ହେବା ପରେ ତାଙ୍କ ପୈତୃକ ଗାଁ ଝୁନଝୁନ ରାଜସ୍ଥାନରେ ଉତ୍ସବ ମୁଖର । ଗାଁ ସମେତ ଆଖପାଖ ଅଞ୍ଚଳରେ ପାଳନ ହେଉଛି ଅଦିନିଆ ଦୀପାବଳି । ଦେଖନ୍ତୁ ଭିଡିଓ
Loading...