Ragi Idiyappam, ଶଖନ୍ତୁ ପ୍ରସ୍ତୁତି ପ୍ରଣାଳୀ

By

Published : Aug 17, 2022, 10:23 AM IST

thumbnail

ହାଇଦ୍ରାବାଦ: ମାଣ୍ଡିଆ ଜାଉ କଥା ତ ନିହାତି ଜାଣିଥିବେ । ମଧୁମେହ ରୋଗୀଙ୍କ ପାଇଁ ମାଣ୍ଡିଆ ଜାଉ ଉପକାରୀ ହୋଇଥାଏ । ତେବେ ମାଣ୍ଡିଆରୁ ତିଆରି ଇଡିୟପ୍ପମ ଆଇଟମ କଥା ଜାଣିଛନ୍ତି କି । ତେବେ ଆଉ ଡେରି କାହିଁକି ଏହାକୁ ତିଆରି କରିବା ପାଇଁ କ'ଣ କ'ଣ ସାମଗ୍ରୀ ଦରକାର, ତାହା ଜାଣିବା ପାଇଁ ଦେଖନ୍ତୁ ମାଣ୍ଡିଆ ଇଡିୟପ୍ପମ ପ୍ରସ୍ତୁତି ଭିଡିଓ । ଏହାକୁ ଘରେ ବନାନ୍ତୁ ଏବଂ ପରିବାର ଲୋକଙ୍କୁ ପରଷି ଦିଅନ୍ତୁ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.