ପ୍ରବିତ୍ର ଦଶହରା: ମା'ଙ୍କୁ ଅର୍ପଣ କରନ୍ତୁ Komola Bhog

By

Published : Oct 5, 2022, 3:16 PM IST

thumbnail

ହାଇଦ୍ରାବାଦ: ଆଜି ବିଜୟା ଦଶମୀ । ନଅ ଦିନର ପୂଜାର୍ଚ୍ଚନା ପରେ ଆଜି ମା'ଙ୍କର ବିଜୟା ଦଶମୀ ପାଳନ ହେଉଛି । ସମସ୍ତ ପୂଜା ମଣ୍ଡପରେ ରୀତିନୀତି ଅନୁସାରେ ମା' ମହିଷାମର୍ଦ୍ଦିନୀଙ୍କ ଆରଧନା କରାଯାଉଛି । ତେବେ ଆଜି ମା'ଙ୍କୁ ସନ୍ତୁଷ୍ଟ କରିବା ପାଇଁ ଭୋଗ କରନ୍ତୁ କମଳାରେ ତିଆରି ମିଠା କୋମୋଳା ଭୋଗ(Komola Bhog) । ଆଉ ଡେରି ନକରି ଆସନ୍ତୁ ଜାଣିବା କମୋଳା ଭୋଗର ପ୍ରସ୍ତୁତ ପ୍ରଣାଳୀ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.