ଏକାଠି ବସି ମ୍ୟାଚ ଦେଖିଲେ ରେସଲର ଦୀପକଙ୍କ ପରିବାର ଲୋକ ଓ ଗ୍ରାମବାସୀ, ଦେଖନ୍ତୁ ଭିଡିଓ

By

Published : Aug 6, 2022, 9:06 PM IST

thumbnail

ଚଣ୍ଡୀଗଡ: ରାଜ୍ୟଗୋଷ୍ଠୀ କ୍ରୀଡାରେ ସ୍ବର୍ଣ୍ଣ ଭେଟିଦେଇଛନ୍ତି ଭାରତୀୟ ରେସଲର ଦୀପକ ପୁନିଆ । ପାକିସ୍ତାନର ମହମ୍ମଦ ଇନମ ବଟଙ୍କୁ 3-0 ରେ ପରାସ୍ତ କରି ସ୍ବର୍ଣ୍ଣ ବିଜୟ ହୋଇଛନ୍ତି । ଦୀପକଙ୍କ ଏହି ବିଜୟ ସମୟରେ ବେଶ୍ ଆନନ୍ଦିତ ହୋଇଛନ୍ତି ପରିବାର ଲୋକେ । ଦୀପକଙ୍କ ପରିବାର ସମେତ ଗ୍ରାମବାସୀ ମଧ୍ୟ ଏକାଠି ହୋଇ ମ୍ୟାଚ ଦେଖୁଥିବା ନଜର ଆସିଛି । ଶୁଣନ୍ତୁ ଏନେଇ କଣ କହୁଛନ୍ତି ଦୀପକ ପୁନିଆ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.