ପ୍ରବଳ ବର୍ଷାରେ ଧୋଇଗଲା ଜୋକ ବ୍ରିଜ, ଯୋଗାଯୋଗ ବିଚ୍ଛିନ୍ନ

By

Published : Aug 10, 2022, 11:56 AM IST

thumbnail

ନୂଆପଡା: ଲଘୁଚାପ ଜନିତ ଲଗାଣ ବର୍ଷାରେ ବେହାଲ ନୂଆପଡାର ସାରାବଙ୍ଗ ଅଞ୍ଚଳ । ସାରାବଙ୍ଗ ନିକଟସ୍ଥ ଜୋକ ସେତୁ ପ୍ରବଳ ବର୍ଷାରେ ଧୋଇ ହୋଇଯାଇଛି । ଫଳରେ କେନ୍ଦୁବାହାରା, ଆମାନାରା, ମୋଟା ନୂଆପଡାର 3ଟି ପଞ୍ଚାୟତବାସୀଙ୍କ ଯାତାୟତ ଠପ୍ ହୋଇପଡିଛି । ରାସ୍ତା ଉପରେ ପାଣି ପ୍ରବାହିତ ହେଉଥିବାରୁ ସ୍କୁଲକୁ ମଧ୍ୟ ଛାତ୍ରଛାତ୍ରୀ ଯାଇ ପାରୁନାହାନ୍ତି । ପୂର୍ବ ବର୍ଷ ଗୁଡିକରେ ବର୍ଷା ପାଣିରେ ଏଠାରେ ଏକାଧିକ ଦୁର୍ଘଟଣା ଏଠାରେ ଘଟିଥିବାରୁ ଯାହାକୁ ନେଇ ସ୍ଥାନୀୟ ଲୋକେ ଏବେ ଭୟବିତ ଅବସ୍ଥାରେ ଅଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.