ଇନ୍ଦ୍ରାଣୀ ମିଶ୍ରଙ୍କୁ ଚତୁର୍ଦ୍ଦଶ ପ୍ରଣବ ପରମ୍ପରା ସମ୍ମାନ

By

Published : May 28, 2022, 9:38 AM IST

thumbnail

ଭୁବନେଶ୍ବର: ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରବଣ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ସଂଗୀତ ଓ ସମ୍ବର୍ଦ୍ଧନାର ଯୁଗଳବନ୍ଦୀ "ପ୍ରଣବ ପ୍ରଣାମ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସମ୍ଭାବନା ଟ୍ରଷ୍ଟ ପକ୍ଷରୁ ଭୁବନେଶ୍ବର ଜୟଦେବ ଭବନରେ ପ୍ରଣବ ପ୍ରଣାମ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଦିବଙ୍ଗତ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କରଙ୍କ ଉଦ୍ଦେଶ୍ୟରେ ଆୟୋଜିତ ସଂସ୍କରଣକୁ ସମର୍ପିତ ହୋଇଥିଲା । ଛବି ସମ୍ପନ୍ନ ଓ ଜନପ୍ରିୟ ସଙ୍ଗୀତ ଗାୟନ କ୍ଷେତ୍ରରେ ଜୀବନବ୍ୟାପୀ ସାଧନା ପାଇଁ ବିଶିଷ୍ଟ ସଙ୍ଗୀତ ଶିଳ୍ପୀ ଇନ୍ଦ୍ରାଣୀ ମିଶ୍ରଙ୍କୁ ଚତୁର୍ଦ୍ଦଶ 'ପ୍ରଣବ ପରମ୍ପରା ସମ୍ମାନ'ରେ ସମ୍ମାନୀତ କରିଥିଲେ ସ୍ବୟଂ ପ୍ରଣବ ପଟ୍ଟନାୟକ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.