ନୂଆପଡାରେ ୭୬ତମ ସ୍ବାଧୀନତା ଦିବସ ପାଳିତ

By

Published : Aug 15, 2022, 1:45 PM IST

thumbnail

ନୂଆପଡା: ଜିଲ୍ଲାର ମିନି ଷ୍ଟାଡିୟମ ଠାରେ ପାଳିତ ହୋଇଯାଇଛି ୭୬ ତମ ସ୍ବାଧୀନତା ଦିବସ । ମୁଖ୍ୟ ଅତିଥି ଭାବେ ହସ୍ତତନ୍ତ ଓ ବୟନ ବିଭାଗ ମନ୍ତ୍ରୀ ରିତା ସାହୁ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏଥି ସହ ଜିଲ୍ଲାବାସୀଙ୍କୁ ସମ୍ବୋଧନ କରି ହସ୍ତତନ୍ତ ଶିଳ୍ପ କ୍ଷେତ୍ରରେ ନୂଆପଡାର ପାରଦର୍ଶିତାକୁ ପ୍ରଶଂସା କରିଥିଲେ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.