ବଜେଟ 2021: ଅଧିକ ଆବଣ୍ଟନ ଚାହାନ୍ତି ସାଧାରଣ ଜନତା

By

Published : Jan 30, 2021, 11:00 PM IST

thumbnail

ଭୁବନେଶ୍ବର: କୋଟିପତି ଠାରୁ ସାଧାରଣ ଜନତା, କାଶ୍ମୀର ଠାରୁ କନ୍ୟାକୁମାରୀ ସମସ୍ତଙ୍କ ଫୋକସରେ ଆଗାମୀ ବଜେଟ । ଫେବୃଆରୀ ପହିଲାରେ ଆଗତ ହେବାକୁ ଥିବା ବଜେଟରୁ କଣ ଆଶା ରଖିଛନ୍ତି ସାଧାରଣ ଲୋକ । ସେ ନେଇ ଆମ ସମ୍ବାଦଦାତା ଲୋକଙ୍କ ପାଖରେ ପହଞ୍ଚି , ବୁଝିଛନ୍ତି ସୋମନଙ୍କ ମତାମତ । ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.