Panchayat Election: ମାର୍ଶାଘାଇ ୨୪ ନମ୍ବର ଜୋନରେ ଦ୍ଵିମୁଖୀ ଲଢେଇ

By

Published : Feb 10, 2022, 10:19 AM IST

thumbnail

କେନ୍ଦ୍ରାପଡ଼ା: ଆସୁଛି ପଞ୍ଚାୟତ ନିର୍ବାଚନ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ଗାଁ ଗାଁରେ ଜୋରସୋର ଚାଲିଛି ନିର୍ବାଚନ ପ୍ରଚାର। ମାର୍ଶାଘାଇ ବ୍ଲକ ଓ ଗରଦପୁର ବ୍ଲକ ଅଧିନ ୨୪ନମ୍ବର ଜୋନରେ ଚାଲିଛି ଦୁଇ ଦଳର ପ୍ରାର୍ଥୀଙ୍କ ପ୍ରଚାର । ଆଠଗୋଟି ପଞ୍ଚାୟତରେ ୩୭,୨୩୯ ପ୍ରାର୍ଥୀ କରିବେ ମତଦାନ । ଦୁଇ ଅନୁଭବୀ ତଥା ଭେଟେରାନ ନେତାଙ୍କ କଡା ମୁକାବିଲା ଏହି ଜୋନରେ ଦେଖିବାକୁ ମିଳୁଥିବା ବେଳେ ଭୋଟର ମଧ୍ୟ ଏହି ଲଢ଼େଇକୁ ମନଭରି ଉପଭୋଗ କରୁଛନ୍ତି। ଗତ ୨୦୧୭ ମସିହାରେ ଏହି ଆସନରୁ ବିଜେପି ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ବିଜେଡି ୨୦୧୨ ମସିହାର ରାଜନୈତିକ ଅଙ୍କ ବିନିମୟ କରି ଆସନ ଦଖଲ ପ୍ରଚେଷ୍ଟାରେ ରହିଛି । କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.