Panchayat Election: ଭଣ୍ଡାରୀପୋଖରୀ ନିର୍ବାଚନୀ ମଣ୍ଡଳୀରେ ସରଗରମ ରାଜନୀତି

By

Published : Feb 9, 2022, 7:25 AM IST

thumbnail

ଭଦ୍ରକ: ଜିଲ୍ଲା ଭଣ୍ଡାରୀପୋଖରୀ ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ 8 ଟି ପଞ୍ଚାୟତକୁ ନେଇ 15 ନମ୍ବର ଜିଲ୍ଲା ପରିଷଦ ଜୋନ୍ ଗଠିତ । ଜୋନର ବନ୍ତ ପଞ୍ଚାୟତରେ ନିର୍ବାଚନୀ ମାହୋଲ ବେଶ୍ ସରଗରମ୍ । ଦେଖନ୍ତୁ ଏଠାରେ କଣ ରହିଛି ନିର୍ବାଚନୀ ମାହୋଲ । ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.