ନୂଆଖାଇ ଶୁଭେଚ୍ଛା ଜଣାଇଲେ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର

By

Published : Sep 11, 2021, 1:44 PM IST

thumbnail

ଭୁବନେଶ୍ବର: ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ଉପଲକ୍ଷେ ଶୁଭେଚ୍ଛା ଓ ଶୁଭକାମନା ଜଣାଇଲେ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର । ସେ କହିଛନ୍ତି ଯେ, 'ଭିନ୍ନ ପରମ୍ପରାର ବାର୍ତ୍ତା ଦେଉଛି ନୂଆଁଖାଇ । ଏହି ପର୍ବ ଏକ ଭାଇଚାରରା ପର୍ବ ।' ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.