ହରିପୁର ଦୋଳମୁଣ୍ଡାଇ ପୂଜା ମଣ୍ଡପରେ ଚାଲିଛି ମା'ଙ୍କ ମହାନବମୀ ପୂଜା

By

Published : Oct 14, 2021, 12:45 PM IST

thumbnail

କଟକ: ଆଜି ପବିତ୍ର ମହାନବମୀ । କୋଭିଡ କଟକଣାରେ ସହରର ସମସ୍ତ ପୂଜା ମଣ୍ଡପରେ ଚାଲିଛି ମା'ଙ୍କ ଆରାଧନା । ପରମ୍ପରା ଅନୁଯାୟୀ ନବମୀ ପୂଜା କରାଯାଉଛି । ମଣ୍ଡପରେ ଆଜି କୁମାରୀ ପୂଜାର ପରମ୍ପରା ରହିଛି । ତେବେ କଟକଣା ମଧ୍ୟରେ କିପରି ରୀତିନୀତି ସହ ପୂଜା କରାଯାଉଛି ଏନେଇ କଟକ ହରିପୁର ଦୋଳମୁଣ୍ଡାଇ ପୂଜା ମଣ୍ଡପରୁ ଅଧିକ ସୂଚନା ଦେଇଛନ୍ତି ଆମ କଟକ ପ୍ରତିନିଧି ନାରାୟଣ ସାହୁ....

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.