ଆସିଲେ ଝାମ୍ପିନେଲେ...CCTVରେ କଏଦ ହେଲା ଦୃଶ୍ୟ

By

Published : Sep 23, 2021, 12:33 PM IST

thumbnail

ନୟାଗଡ଼: ନୟାଗଡ଼ରେ ମାତିଛନ୍ତି ମୋବାଇଲ ଲୁଟେରା । ଦିନ ଦ୍ବିପ୍ରହରରେ ଲୋକଙ୍କ ହାତରୁ ଝାମ୍ପି ନେଉଛନ୍ତି ମୋବାଇଲ । କିଛି ଦିନ ପୂର୍ବେ ନୟାଗଡ଼ ବଜାରରୁ 10ଟି ମୋବାଇଲ ଚୋରି ହୋଇଥିଲା l ପୁଣି ଏବେ ନୟାଗଡ଼ ସହର ପିଟିଏସ୍ ରୋଡ଼ରେ ମୋବଇଲ ଝାମ୍ପିନେଇଛନ୍ତି ଲୁଟେରା । ପିଟିଏସ ରୋଡ଼ରେ ଥିବା ଏକ ଦୋକାନରେ ବସିଥିବା ଏକ କୁନି ଝିଅ ଠାରୁ ମୋବାଇଲ ଛଡ଼ାଇ ନେଉଥିବାର ସିସିଟିଭି ଫୁଟେଜ ଏବେ ଭାଇରାଲ ହେଉଛି । ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.