Nanda Sir Demise: ନନ୍ଦ ସାର୍‌ଙ୍କୁ କରିଥିଲେ ରକ୍ତଦାନ, ବିୟୋଗରେ ଶୋକ ପ୍ରକାଶ କଲେ

By

Published : Dec 7, 2021, 10:17 PM IST

thumbnail

କୋରୋନା ଆକ୍ରାନ୍ତ ହୋଇ ୧୦୪ ବର୍ଷ ବୟସରେ ଆରପାରିକୁ ଚାଲି ଯାଇଛନ୍ତି ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି । ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଥିବା ବେଳେ ପ୍ରୀତି ରଞ୍ଜନ ନାମକ ଜନୈକ ବ୍ୟକ୍ତି ତାଙ୍କୁ ରକ୍ତଦାନ କରିଥିଲେ । ଆଜି ନନ୍ଦ ସାର୍‌ଙ୍କ ବିୟୋଗରେ ପ୍ରୀତି ରଞ୍ଜନ ଶୋକ ପ୍ରକାଶ କରିଛନ୍ତି । ଯୁବପିଢି଼ି ପାଇଁ ନନ୍ଦ ସାର୍‌ ଥିଲେ ପ୍ରେରଣାର ଉତ୍ସ । ଏଭଳି ଜଣେ ପୁଣ୍ୟ ଆତ୍ମାଙ୍କ କାମରେ ଲାଗିପାରିଥିବାରୁ ନିଜକୁ ଧନ୍ୟ ମଣିଛନ୍ତି ପ୍ରୀତି ରଞ୍ଜନ । ନନ୍ଦ ସାରଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.