Panchayat Poll: ସମସ୍ୟାର ସମାଧାନ କରିବା ପାଇଁ ନେତା ଏବେ ଗାଁ ମୁହାଁ

By

Published : Feb 9, 2022, 8:34 PM IST

thumbnail

ଖୋର୍ଦ୍ଧା: କିଏ ପିନ୍ଧିବ ପଞ୍ଚାୟତ ମୁକୁଟ ତା’କୁ ନେଇ ଗାଁ ଗାଁରେ ଆରମ୍ଭ ହୋଇଗଲାଣି ଲଢେଇ । ବିଶେଷକରି ଖୋର୍ଦ୍ଧା ଜିଲ୍ଲା ବଡ଼ବେରଣା ପଞ୍ଚାୟତରେ ଚଳିତ ଥର ଦୁର୍ନୀତିକୁ ମୁଦ୍ଦା କରି ସରପଞ୍ଚ ଓ ସମିତିସଭ୍ୟ ପ୍ରାର୍ଥୀ ଲୋକଙ୍କ ପାଖକୁ ଯାଉଥିବାବେଳେ ନିର୍ବାଚିତ ହେଲେ ପଞ୍ଚାୟତରେ ଲାଗିରହିଥିବା ସମସ୍ୟାର ସମାଧାନ କରିବା ପାଇଁ କାମ କରିବେ ବୋଲି ପ୍ରାର୍ଥୀ କହିଛନ୍ତି । ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.