ଲଘୁଚାପ ବର୍ଷାରେ ପୁଣି ବୁଡ଼ିଲା କଟକ

By

Published : Sep 19, 2021, 2:29 PM IST

thumbnail

ପୁଣି ଉବୁଟୁବୁ ସିଲଭରସିଟି କଟକ । ଲଘୁଚାପ ବର୍ଷାରେ ରାସ୍ତା ଉପରେ ଲହଡି ମାରିଲା ବର୍ଷା ପାଣି । ଦୁଇ ଦିନ ପାଗ ଶୁଖିଲା ରହିବା ପରେ ଆଜି ସକାଳୁ ଆରମ୍ଭ ହୋଇଯାଇଛି ମୂଷଳଧାରାରେ ବର୍ଷା । ଯାହା କଟକବାସୀଙ୍କ ନିଦ ହଜାଇ ଦେଇଛି । ତେବେ ରାସ୍ତା ଉପରେ ପାଣି ଜମି ରହିଥିବାରୁ ସିଏମସି ତରଫରୁ ପ୍ରମୁଖ ସ୍ଥାନ ଗୁଡିକରେ ମୋଟର ଦ୍ବାରା ଜଳ ନିଷ୍କାସନ ପ୍ରକ୍ରିୟା ଜାରି ରହିଛି। କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.