ନଦୀ ପଠାରେ ଚରୁଥିଲେ ଘୁଷୁରୀ ପଲ, ଝାମ୍ପିନେଲା କୁମ୍ଭୀର

By

Published : Sep 27, 2021, 3:00 PM IST

thumbnail

ଭଦ୍ରକ: ବୈତରଣୀ ନଦୀରେ କୁମ୍ଭୀର ଆତଙ୍କ । ନଦୀ ପଠାରୁ ଘୁଷୁରୀକୁ ଝାମ୍ପିନେଲା କୁମ୍ଭୀର । ଘୁଷୁରୀ ପଲ ଚରୁଥୁବା ବେଳେ ଗୋଟେ ଘୁଷୁରୀକୁ ଝାମ୍ପିନେଲା କୁମ୍ଭୀର। ଏମିତି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ସୁନ୍ଦରପୁର ପଞ୍ଚାୟତ ଅନ୍ତର୍ଗତ ଦୋହରାପାଟଣାରେ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.