Panchayat Poll: ନିଆଳି ବ୍ଳକରେ କଂଗ୍ରେସ ସ୍ଥିତି ବଖାଣିଲେ ପ୍ରାର୍ଥୀ

By

Published : Feb 9, 2022, 7:57 PM IST

thumbnail

ନିଆଳି: ଆଗକୁ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀମାନେ ଏବେ ଗାଁ ଓ ଭୋଟରଙ୍କ ନିକଟତର ହେଉଛନ୍ତି । କିଏ ବିକାଶର କଥା କହୁଥିବା ବେଳେ ଆଉ କିଏ ଦୁର୍ନୀତିକୁ ପ୍ରସଙ୍ଗ କରି ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି । କଟକ ଜିଲ୍ଲା ନିଆଳି ବ୍ଳକର ୨୦ ନମ୍ବର ଜୋନରେ କ’ଣ ରହିଛି କଂଗ୍ରେସର ସ୍ଥିତି ସେ ସମ୍ପର୍କରେ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ଉମେଶ ଚନ୍ଦ୍ର ମଲ୍ଲିକ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.