ସିନ୍ଦରପୁର ପଞ୍ଚାୟତ କହୁଛି: ଲୋକଙ୍କ ପାଇଁ କାମ କରିବ ଯିଏ ଭୋଟ୍‌ ନେବ ସିଏ

By

Published : Feb 10, 2022, 10:06 AM IST

thumbnail

ବ୍ରହ୍ମପୁର: ଗତ ପାଞ୍ଚ ବର୍ଷ ମଧ୍ୟରେ ଗରୀବ ଲୋକଙ୍କ ପାଇଁ ସେଭଳି ଆଖିଦୃଷ୍ଟିଆ କାର୍ଯ୍ୟ ହୋଇପାରିଲା ନାହିଁ । ତେଣୁ, ବର୍ତ୍ତମାନ ଲୋକଙ୍କ ପାଇଁ ଯିଏ କାର୍ଯ୍ୟ କରିବ ସେଭଳି ପ୍ରାର୍ଥୀଙ୍କୁ ଚୟନ କରିବେ ବୋଲି କହିଛନ୍ତି ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଳକର ସିନ୍ଦରପୁର ପଞ୍ଚାୟତବାସୀ । ସିନ୍ଦରପୁର ପଞ୍ଚାୟତରେ ଚଳିତବର୍ଷ ସରପଞ୍ଚ ପ୍ରାର୍ଥୀ ହୋଇଥିବା ଗଗନ କୁମାର ବେହେରା ଘରକୁ ଘର ବୁଲି ନିଜର ପ୍ରଚାର କରୁଥିବା ବେଳେ ପଞ୍ଚାୟତରେ ବଞ୍ଚିତ ହୋଇଥିବା ହିତାଧିକାରୀଙ୍କୁ ଅଧିକ ଗୁରୁତ୍ଵ ଦେବେ ବୋଲି କହିଛନ୍ତି । ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.