Panchayat Election: ଖୋର୍ଦ୍ଧା 23 ନଂ ଜୋନରେ ଜମୁଛି ପ୍ରଚାର

By

Published : Feb 10, 2022, 1:26 PM IST

thumbnail

ଖୋର୍ଦ୍ଧା: ଦିନ କେଇଟା ପରେ ପଞ୍ଚାୟତ ଭୋଟ୍‌ । ଏଥିପାଇଁ ଗାଁ ଗାଁରେ ସରଗରମ ହେଲାଣି ରାଜନୀତି । ଚଳିତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ନେତା ପ୍ରାର୍ଥୀ ଓ ଭୋଟର ସମସ୍ତେ ତୟାର ହୋଇଥିବା ବେଳେ ଘର ଘର ବୁଲି ଆରମ୍ଭ ହେଲାଣି ପ୍ରଚାର । ଖୋର୍ଦ୍ଧା ଜିଲ୍ଲାର 23ନଂ ଜୋନରେ ବିଜୁ ଜନତା ଦଳ ସମର୍ଥିତ ପ୍ରାର୍ଥୀ ଅନାଦି ସାହୁ ଲୋକଙ୍କ ସେବା ପାଇଁ ରାଜନୈତିକ ମୈଦାନକୁ ଓହ୍ଲାଇଛନ୍ତି । ନବୀନ ବାବୁ ଓ ବିଜୁ ଜନତା ଦଳ ଓଡିଶା ବାସୀଙ୍କ ପାଇଁ କରିଥିବା ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନାକୁ ମୁଦ୍ଦା କରି ଭୋଟଭିକ୍ଷା କରୁଛନ୍ତି । ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.