Panchayat Election: ବ୍ରହ୍ମଣିଆରେ ଜମୁଛି ନିର୍ବାଚନ ପ୍ରଚାର

By

Published : Feb 9, 2022, 10:20 AM IST

thumbnail

ବ୍ରହ୍ମଗିରି: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ଗାଁ ଗାଁରେ ଜୋରସୋର ଚାଲିଛି ନିର୍ବାଚନ ପ୍ରଚାର। ବ୍ରହ୍ମଗିରି ବ୍ଲକ ବ୍ରହ୍ମଣିଆ ପଞ୍ଚାୟତରେ ଦଳୀୟ ସମର୍ଥକଙ୍କ ସହ ପ୍ରାର୍ଥୀମାନେ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି । ଗ୍ରାମର ବିଭିନ୍ନ ସମସ୍ୟା ନେଇ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି ସରପଞ୍ଚ ପ୍ରାର୍ଥୀ ନିରଞ୍ଜନ ସେଠୀ । ପଞ୍ଚାୟତରେ ସ୍ବୟଂ ସହାୟକ ଗୋଷ୍ଠୀ ଗୃହ,ପାନୀୟ ଜଳ ଯୋଗାଣ,ଆବାସ ଯୋଜନା ଏବଂ ବାର୍ଦ୍ଧକ୍ୟ ଭତ୍ତା ଆଦି ସମସ୍ୟା ରହିଥିବାବେଳେ ସମସ୍ତ ସମସ୍ୟାକୁ ଦୂର କରିବାକୁ ସେ ଜନସାଧାରଣଙ୍କୁ ପ୍ରତିଶୃତି ଦେଇଛନ୍ତି । ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.