Panchayat Election: ପାଖଉଛି ପଞ୍ଚାୟତ ପରୀକ୍ଷା, ଜମୁଛି ପ୍ରଚାର

By

Published : Feb 9, 2022, 10:19 AM IST

thumbnail

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ନିର୍ବାଚନ ପ୍ରାର୍ଥୀଙ୍କ ଚାଲିଛି ଜୋରଦାର ପ୍ରଚାର । ଜନକଲ୍ୟାଣ ଭିତ୍ତିକ ପ୍ରତିଶୃତି ଦେଇ ଗାଁକୁ ଗାଁ ମାଡ଼ି ଚାଲିଛି ପ୍ରାର୍ଥୀଙ୍କ ନିର୍ବାଚନ ପ୍ରଚାର ଧାଡ଼ି । ଛତ୍ରପୁର ବ୍ଳକର ଲକ୍ଷ୍ମୀପୁର ପଞ୍ଚାୟତର ବିକାଶ ନେଇ ନିର୍ବାଚନ ମୈଦାନକୁ ଓହ୍ଳାଇଛନ୍ତି ସରପଞ୍ଚ ପ୍ରାର୍ଥୀ ଝୁଲି ନାୟକ । ସେହିଭଳି ସମିତିସଭ୍ୟା ପ୍ରାର୍ଥୀ ଭାବରେ ଏନ୍.ରମେଶ ରେଡ୍ଡୀ ନିର୍ବାଚନରେ ପାଦ ଦେଇଛନ୍ତି । ପଞ୍ଚାୟତରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ସହ ଚାଷୀଙ୍କ ସମସ୍ୟାର ଗୁରୁତ୍ବକୁ ମୂଳ ଲକ୍ଷ୍ୟ କରି ନିଜ ସମର୍ଥକଙ୍କ ସହ ଗାଁକୁ ଗାଁ ପ୍ରଚାର କରିବାରେ ଲାଗି ପଡ଼ଛନ୍ତି । ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.