ବାରଙ୍ଗ ଗଣଦୁଷ୍କର୍ମ ଘଟଣା: କ୍ରାଇମ ସିନ ରିକ୍ରିଏସନ କଲା ସିବିଆଇ

By

Published : Mar 5, 2021, 3:12 PM IST

thumbnail

କଟକ: ବାରଙ୍ଗ ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳକୁ ନେଇ ଆଜି ଘଟଣାସ୍ଥଳ ବୁଲାଇଛି ସିବିଆଇ । ଏହି ସମୟରେ ବିବନ 22 ବର୍ଷ ତଳେ ଘଟାଇଯାଇଥିବା ନାରକୀୟ କାଣ୍ଡର ବାବଦରେ ସିବିଆଇ ଅଧିକାରୀଙ୍କୁ ଟିକ୍ ନିଖ୍‌ ତଥ୍ୟ ପ୍ରଦାନ କରିଛି । କେଉଁ ସ୍ଥାନରେ ପୀଡିତାଙ୍କ କାରକୁ ଅଟକା ଗଲା, ସେହି ସମୟରେ କିଏ କିଏ ବିଶେଷ କରି ଅନ୍ୟ ଦୁଇ ଦୋଷୀ ଧିରେନ୍ଦ୍ର ଓ ପ୍ରଦୀପ କେଉଁଠି ଛିଡ଼ା ହୋଇଥିଲେ । କାରକୁ ଅଟକାଇବା ପରେ ପୀଡିତାଙ୍କୁ ବଳପୂର୍ବକ କେଉଁ ସ୍ଥାନକୁ ଅପହରଣ କରାଯାଇ ଏବଂ ଅପହରଣ ପରେ ଘଟିଥିବା ପ୍ରତିଟି କଥାକୁ ବଖାଣିଛି ବିବନ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.