ପାରାଲମ୍ପିକ୍ସରେ ପଦକ ଆଶା, ଟୋକିଓ ଯାତ୍ରା କରିବେ ପ୍ରମୋଦ ଭଗତ

By

Published : Aug 27, 2021, 5:37 PM IST

thumbnail

ଭୁବନେଶ୍ବର: ପାରାଲମ୍ପିକ୍ସରେ ଭାଗ ନେବାକୁ ଜାପାନ ଯାତ୍ରା କରିବେ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ । ଆଜି(ଶୁକ୍ରବାର) ସନ୍ଧ୍ୟା ୬ଟା ବେଳେ ସେ ଭୁବନେଶ୍ବର ବିମାନ ବନ୍ଦରରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ । ପଦକ ବିଜୟୀ ହେବା ପାଇଁ ସେ ଆଶୀର୍ବାଦ ଭିକ୍ଷା କରିଛନ୍ତି । ସେପ୍ଟେମ୍ବର ୧ ତାରିଖରେ ପ୍ରମୋଦଙ୍କ ଇଭେଣ୍ଟ ରହିଛି । ବିଶ୍ବସ୍ତରରେ ସେ ରାଜ୍ୟ ଓ ଦେଶର ନାମ ରଖିବେ ବୋଲି ଟୋକିଓ ଯାତ୍ରା ପୂର୍ବରୁ କହିଛନ୍ତି । ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.