ଲୋକସେବା ଭବନରେ ହକି ଖେଳାଳିଙ୍କୁ ଭବ୍ୟ ସମ୍ବର୍ଦ୍ଧନା, ଦେଖନ୍ତୁ ଝଲକ

By

Published : Aug 17, 2021, 10:04 PM IST

thumbnail

ଭୁବନେଶ୍ବର: ଟୋକିଓ ଅଲମ୍ପିକ୍ସରେ ଦେଶର ଟେକ ରଖିଛନ୍ତି ହକି ଖେଳାଳି । ଏପଟେ ଭାରତ ଫେରିବାରେ ଆଜି (ମଙ୍ଗଳବାର) ସନ୍ଧ୍ୟାରେ ଓଡ଼ିଶାରେ ହକି ଖେଳାଳିଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ଉଭୟ ପୁରୁଷ ଓ ମହିଳା ଦଳକୁ ଅର୍ଥରାଶି ପୁରସ୍କାର ଦେଇଛନ୍ତି ରାଜ୍ୟ ସରକାର । ହକି ଖେଳାଳିଙ୍କ ପାଇଁ ଭବ୍ୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଓଡ଼ିଶା ଆଉ ୧୦ ବର୍ଷ ହକିର ପ୍ରାୟୋଜକ ରହିବା ନେଇ ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମ ଅବସରରେ ଘୋଷଣା କରିଛନ୍ତି । ଦେଖନ୍ତୁ ଏହି ଭବ୍ୟ କାର୍ଯ୍ୟକ୍ରମର କିଛି ଝଲକ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.