Tokyo Paralympics: ଭିଡିଓ ସେୟାର କରି ଧନ୍ୟବାଦ ଦେଲେ ଦେବେନ୍ଦ୍ର

By

Published : Aug 30, 2021, 8:47 PM IST

thumbnail

ଟୋକିଓ ପାରାଲମ୍ପିକ୍ସରେ ରୌପ୍ୟ ପଦକ ହାସଲ କରି ଭାରତକୁ ଗୌରବାନ୍ବିତ କରାଇଛନ୍ତି ଦେବେନ୍ଦ୍ର ଝାଝଡ଼ିଆ । ପଦକ ହାସଲ କରିବା ପରେ ସଭିଁଙ୍କୁ ଧନ୍ୟବାଦ ଦେଇଛନ୍ତି ଦେବେନ୍ଦ୍ର । ୧୩୦ କୋଟି ଦେଶବାସୀଙ୍କ ଶୁଭକାମନା ଯୋଗୁଁ ଏସବୁ ସମ୍ଭବ ହୋଇପାରିଛି ବୋଲି ସେ ଭିଡିଓ ସେୟାର କରି କହିଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.