ଇନଷ୍ଟାଗ୍ରାମରେ ବାଣୀ କପୁରଙ୍କ ଭିଡିଓ ଭାଇରାଲ

By

Published : Feb 2, 2022, 9:13 PM IST

thumbnail

ମୁମ୍ବାଇ: ଇନଷ୍ଟାଗ୍ରାମରେ ନିଆଁ ଲଗାଇଲେ ବାଣୀ କପୁର । ଇନଷ୍ଟାଗ୍ରାମ ଆକାଉଣ୍ଟରେ ବାଣୀ ପୋଷ୍ଟ କରିଥିବା ଭିଡିଓ ଚର୍ଚ୍ଚାକୁ ଆସିଛି । ଭିଡିଓରେ ବାଣୀ ଏକ ବିକିନି ଟପ୍ ସାଙ୍ଗକୁ ଟ୍ରାଉଜର ପ୍ୟାଣ୍ଟ ପିନ୍ଧିଥିବା ଦେଖିବାକୁ ମିଳିଛି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.