Bigg Boss OTT: ହାଉସରେ ଏଣ୍ଟ୍ରି ମାରିଲେ ରୁବିନା, ନିକ୍କି

By

Published : Sep 6, 2021, 5:42 PM IST

thumbnail

ମୁମ୍ବାଇ: ବିଗ ବସ-୧୪ ବିଜୟିନୀ ରୁବିନା ଦିଲେକ ଓ ଅଭିନେତ୍ରୀ ନିକ୍କି ଟମ୍ବୋଲି ବିଗ ବସର OTT ହାଉସକୁ ଏଣ୍ଟ୍ରି ମାରିଛନ୍ତି । ବିଗ ବସ ସିଜିନ ୧୪ର ଏହି ୨ଟି ଚର୍ଚ୍ଚିତ ପ୍ରତିଯୋଗୀ ଅତିଥି ଭାବେ ଘରକୁ ପ୍ରବେଶ କରିଛନ୍ତି । ସେମାନେ ହାଉସମେଟଙ୍କ ସହିତ ଅନେକ ରୋମାଞ୍ଚକର ଗେମ୍ସ ଖେଳିବାକୁ ଯାଉଛନ୍ତି । ବିଗବସ ଘରକୁ ପ୍ରବେଶ କରିବା ପାଇଁ ରୁବିନା ବହୁତ ଉତ୍ସାହିତ ଥିବା କହିଛନ୍ତି । ସେ ୧୪୩ ଦିନ ବିଗ ବସ ଘରେ ବିତାଇଥିଲେ । ଏତେ ଦିନ ବିଗ ବସ ହାଉସରେ ବିତାଇବା ପରେ ଶେଷରେ ସେ ଟ୍ରଫି ସହିତ ଘରକୁ ଫେରିଥିଲେ । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.