ପାନଭେଲରେ ଜନ୍ମଦିନ ପାଳିଲେ ବଲିଉଡ଼ ସୁପରଷ୍ଟାର ସଲମାନ ଖାନ, ଦେଖନ୍ତୁ ଭିଡିଓ

By

Published : Dec 27, 2021, 6:57 PM IST

thumbnail

ମୁମ୍ବାଇ: ବଲିଉଡ଼ ସୁପରଷ୍ଟାର ସଲମାନ ଖାନଙ୍କ ଆଜି ୫୬ତମ ଜନ୍ମଦିନ । ନିଜ ଦମଦାର ଆକ୍ଟିଙ୍ଗ ଫଳରେ ସାରା ଦେଶରେ ପରିଚିତ ଲାଭ କରିପାରିଛନ୍ତି ବଲିଉଡ଼ର ସୁଲତାନ୍ । ଆଜି ତାଙ୍କର ଏହି ଜନ୍ମଦିନରେ ତାଙ୍କ ଫ୍ୟାନ୍ସମାନେ ସୋସିଆଲ ମିଡ଼ିଆରେ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ସେ ପାନଭେଲରେ ଥିବା ତାଙ୍କ ଫାର୍ମ ହାଉସରେ ଜନ୍ମଦିନ ପାଳନ କରିଥିଲେ। ଏଥିରେ ତାଙ୍କ ସହ ପରିବାର ସଦସ୍ୟ ଓ ଫ୍ୟାନ୍ସ ଉପସ୍ଥିତ ଥିଲେ । ଦେଖନ୍ତୁ ଭିଡିଓ ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.