ୟୁରୋପର ସର୍ବବୃହତ ଆଗ୍ନେୟଗିରିର ଉଦ୍‌ଗୀରଣ, ଦେଖନ୍ତୁ ଭିଡ଼ିଓ

By

Published : Jun 27, 2021, 10:16 PM IST

thumbnail

ରୋମ: ୟୁରୋପର ବୃହତ୍ତମ ସକ୍ରିୟ ଆଗ୍ନେୟଗିରି ଶନିବାର ଉଦ୍‌ଗୀରଣ ହୋଇଛି । ବିସ୍ଫୋରଣ ହେବା ଭଳି ଆଗ୍ନେୟଗିରି ତରଳି ପାଉଁଶ ଏବଂ କମଳା ଲାଭାରେ ପରିଣତ ହୋଇଛି । ଇଟାଲୀର ମାଉଣ୍ଟ ଏଟନା ବିସ୍ଫୋରଣ କିଛି ଘଣ୍ଟା ଧରି ଚାଲିଥିଲା ଏବଂ ପ୍ରାୟ 1800 ମିଟର ଉଚ୍ଚତାରେ ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ଘଟିଥିଲା । ଏଟନା ଏକ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳୀ ହୋଇଥିବା ବେଳେ ରାତିରେ ଆଗ୍ନେୟଗିରିର ଉଦ୍‌ଗୀରଣ ବହୁତ ସୁନ୍ଦର ଦେଖାଯାଇଥାଏ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.