ଆଫଗାନିସ୍ତାନ ସଂସଦ ଭିତରେ ତାଲିବାନ, ବାଚସ୍ପତିଙ୍କ ଚେୟାରରେ ବସିଲେ ଆତଙ୍କୀ !

By

Published : Aug 16, 2021, 10:27 PM IST

thumbnail

ବନ୍ଧୁକ ଧରି ଆଫଗାନିସ୍ତାନ ସଂସଦ ମଧ୍ୟକୁ ତାଲିବାନ ଆତଙ୍କୀ ପ୍ରବେଶ କରିଥିବା ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଆତଙ୍କୀ ସଂସଦ ମଧ୍ୟକୁ ପ୍ରବେଶ କରି ବାଚସ୍ପତିଙ୍କ ଚେୟାରରେ ବସିଥିବା ଦେଖିବାକୁ ମିଳିଛି । ଏହାସହ ସଂସଦର କିଛି ପୁସ୍ତକ ହାତରେ ଧରିଛନ୍ତି ଆତଙ୍କୀ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.