ନେପାଳରେ ବନ୍ୟା ପରିସ୍ଥିତି; 7 ମୃତ, ଅନେକ ନିଖୋଜ

By

Published : Jun 17, 2021, 10:43 AM IST

thumbnail

କାଠମାଣ୍ଡୁ: ନେପାଳର ସିନ୍ଧୁପାଲଚୋକରେ ବନ୍ୟାର କରାଳ ରୂପ ଦେଖିବାକୁ ମିଳିଛି । ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ଅତି କମରେ 7 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ନିଖୋଜ ଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାଇ ବନ୍ୟା ଆସିବା ଦ୍ବାରା ମେଲାମଚି ସହରର ପ୍ରାୟ 200 ଘର ଆଂଶିକ ଓ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିବା କହିଛନ୍ତି ଜଣେ ଅଧିକାରୀ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.