ଭାରତୀୟ ସାମ୍ବାଦିକଙ୍କ ହତ୍ୟା ପୂର୍ବର ଭୟାବହ ଭିଡିଓ, ଏମିତି ଆକ୍ରମଣ କରିଥିଲା ତାଲିବାନ...

By

Published : Jul 16, 2021, 3:57 PM IST

thumbnail

କାବୁଲ: ଆଫଗାନିସ୍ତାନରେ ଭାରତୀୟ ସାମ୍ବାଦିକ ଦାନୀଶ ସିଦ୍ଦିକୀଙ୍କୁ କରାଯାଇଛି ହତ୍ୟା । ଏହା ପୂର୍ବରୁ ମଧ୍ୟ ଭାରତୀୟ ସାମ୍ବାଦିକଙ୍କୁ ହୋଇଥିଲା ଆକ୍ରମଣ । ତେବେ ଏହି ଆକ୍ରମଣର ଏକ ଭିଡିଓ କିଛି ଦିନ ପୂର୍ବରୁ ଟ୍ବିଟରରେ ସେୟାର କରିଥିଲେ ଦାନୀଶ । ଭିଡିଓରେ ତାଲିବାନ ଆତଙ୍କବାଦୀମାନେ କିଭଳି ଆକ୍ରମଣ କରୁଛନ୍ତି ତାହା ଦେଖିବାକୁ ମିଳିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.