୩ ଦିନ ପୃଥିବୀ ପରିକ୍ରମା କରି ସ୍ଥଳଭାଗରେ ପହଞ୍ଚିଲେ ୪ ମହାକାଶଚାରୀ

By

Published : Sep 19, 2021, 10:37 AM IST

thumbnail

ୱାଶିଂଟନ: 3 ଦିନ ପୃଥିବୀ ପରିକ୍ରମା ପରେ ସୁରକ୍ଷିତ ସ୍ଥଳଭାଗରେ ପାଦ ଥାପିଲେ ୪ ମହାକାଶଚାରୀ । ସ୍ପେସ୍ ଏକ୍ସର ଡ୍ରାଗନ୍ ମହାକାଶ ଯାନରେ ଉଡ଼ୁଥିବା ଇନସ୍ପାଏରେସନ 4ର ଚାରିଜଣ ମହାକାଶଚାରୀ ଆଜି(ରବିବାର) ଆମେରିକାର ଫ୍ଲୋରିଡା ଉପକୂଳବର୍ତ୍ତୀ ଆଟଲାଣ୍ଟିକ୍ ମହାସାଗରରେ ନିରାପଦରେ ଓହ୍ଲାଇଛନ୍ତି । ଯାହାକି ପୃଥିବୀର ପ୍ରଥମ ସର୍ବସାଧାରଣ ନାଗରିକ ମହାକାଶଯାନକୁ କକ୍ଷପଥରେ ସମାପ୍ତ କରିଛି । ତେବେ ଏହି ମହାକାଶଚାରୀ ମାନେ ସ୍ଥଳଭାଗରେ ପହଞ୍ଚୁଥିବାର ଦୃଶ୍ୟ ବେଶ ଭାଇରାଲ ହେଉଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.