ବିନା ସରଞ୍ଜାମରେ ODRAF ଯାଇଥିଲା କୁଆଡେ: ମନୋରଞ୍ଜନ ମିଶ୍ର

By

Published : Sep 24, 2021, 6:33 PM IST

thumbnail

ମୁଣ୍ଡଳି ଡ଼ଙ୍ଗା ବୁଡି ଘଟଣାରେ ପ୍ରାଣ ହରାଇଛନ୍ତି ସାମ୍ବାଦିକ ଅରିନ୍ଦମ ଦାସ । ଏନେଇ ଚାରିଆଡ଼େ ଖେଳି ଯାଇଛି ଦୁଃଖର ଲହରୀ । ତେବେ ଏଠି ଲାଇଫ ଗାର୍ଡର କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ମିଶ୍ର । ଓଡ୍ରାଫ କ’ଣ ପାଇଁ ସାମ୍ବାଦିକଙ୍କୁ ବୋଟରେ ଦେଲା ସ୍ଥାନ ? ଏତେ ବିପଦଜନକ ସ୍ଥିତିରେ ବିନା ଇକ୍ୟୁପମେଣ୍ଟରେ ଓଡ୍ରାଫ ଟିମ ନଦୀ ଭିତରକୁ ଯାଇଥିଲା କଣ ପାଇଁ ବୋଲି ପ୍ରଶ୍ନ କରିଛନ୍ତି ସେ । କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.