ଟପ ମାଓନେତା ସବ୍ୟସାଚୀ ପଣ୍ଡା ଏବଂ ଆଜାଦଙ୍କ ଓକିଲଙ୍କ ସହ ଆଲୋଚନା

By

Published : Oct 10, 2021, 6:59 AM IST

thumbnail

ନୟାଗଡ଼: 2008 ମସିହା ଫେବୃଆରୀ 15 ନୟାଗଡ଼ ମାଓ ଆକ୍ରମଣ ଘଟଣା ମନେ ପଡିଲେ, ଲୋକମାନଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଥାଏ l ଏଥିରେ 15 ପୋଲିସ କର୍ମଚାରୀ ଶହୀଦ ହୋଇଥିବା ବେଳେ ଏକାଧିକ ଥାନା ପୋଡିଥିଲେ ମାଓବାଦୀ l ଏହାର କ୍ରାଇମବ୍ରାଞ୍ଚ ତଦନ୍ତ କରିଥିଲା l କିନ୍ତୁ ସାକ୍ଷ୍ୟ ଏବଂ ପ୍ରମାଣ ଅଭାବରୁ ଗୋଟିଏ ପରେ ଗୋଟିଏ ମାମଲାରେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି ଟପ ମାଓ ନେତା ସବ୍ୟସାଚୀ ପଣ୍ଡା ଏବଂ ଡ଼ି କେଶବ ରାଓ ଓରଫ ଆଜାଦ l ସେମାନଙ୍କ ଓକିଲ ଅମୀୟ ପଟ୍ଟନାୟକଙ୍କ ସହ ଅଧିକ ଆଲୋଚନା କରିଛନ୍ତି ନୟାଗଡ଼ ପ୍ରତିନିଧି ଜୟେନ୍ଦ୍ର ବେହେରା l

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.