ଭାବିନାବେନ ପଟେଲଙ୍କ ସହିତ ସ୍ବତନ୍ତ୍ର ସାକ୍ଷାତକାର

By

Published : Aug 29, 2021, 1:30 PM IST

thumbnail

ଅହମ୍ମଦାବାଦ: ଯଦି ଲକ୍ଷ୍ୟ ପକ୍କା ଅଛି ସଫଳତା ସୁନିଶ୍ଚିତ । ପରିସ୍ଥିତି କିଛି ବି ହେଉ ନା କାହିଁକି ଦୃଢ ଆତ୍ମବିଶ୍ବାସ ବଳରେ ସବୁ କିଛି ହାସଲ କରିହୁଏ । ଟୋକିଓ ପାରାଅଲିମ୍ପିକ୍ସ ପାଇଁ ଭାରତ ପକ୍ଷରୁ ପ୍ରଧିନିଧିତ୍ବ କରୁଥିଲେ ଗୁଜୁରାଟର ଗର୍ବ ଭାବିନା ପଟେଲ । ଭାରତରୁ ପ୍ରଥମ ଥର ପାଇଁ ପାରାଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ଭାବିନା । ପାରାଅଲିମ୍ପିସ୍ସ ପାଇଁ କିପରି ରହିଥିଲା ତାଙ୍କର ପ୍ରସ୍ତୁତି ଓ ଅନୁଭୂତି ଜାଣିବା ପାଇଁ ଦେଖନ୍ତୁ ଏହି ସ୍ବତନ୍ତ୍ର ସାକ୍ଷାତକାର...

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.