ଓଡିଶା ଲୋକଙ୍କ ହୃଦୟରେ ରହିଛି ହକି: କ୍ୟାପଟେନ ରାନୀ ରାମପାଲ୍‌

By

Published : Aug 17, 2021, 5:47 PM IST

thumbnail

ଭୁବନେଶ୍ବର: ଟୋକିଓ ଅଲମ୍ପିକ୍‌ ଅଂଶଗ୍ରହଣକାରୀ ହକି ଟିମ ଇଣ୍ଡିଆକୁ ସ୍ବାଗତ କରୁଛି ଓଡିଶା । ଓଡିଶା ଲୋକଙ୍କ ହୃଦୟରେ ହକି ରହିଛି, ଓଡିଶାରେ ଖେଳିଲେ ଆମେ କେବଳ ୧୧ଜଣ ନୁହେଁ ବରଂ ଦର୍ଶକ ମଧ୍ୟ ଆମ ସହ ଖେଳୁଛନ୍ତି ଅନୁଭବ ହୁଏ ବୋଲି କହିଲେ କ୍ୟାପଟେନ ରାନୀ ରମପାଲ୍‌ । ଫରୱାର୍ଡ ବନ୍ଦନା କାଟାରିୟା କହିଲେ, ଓଡିଶା ଆମପାଇଁ ଦ୍ବିତୀୟ ଘର । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.