ଜମ୍ଭୀରାରେ ବନ୍ୟା: ରାଜ୍ୟ ରାଜପଥରେ ଲହଡି ମାରୁଛି ପାଣି, ଦେଖନ୍ତୁ ଗ୍ରାଉଣ୍ଡ ଜିରୋ ରିପୋର୍ଟ

By

Published : Sep 22, 2021, 4:32 PM IST

Updated : Sep 22, 2021, 6:13 PM IST

thumbnail

ବାରିପଦା: ଜିଲ୍ଲାର ଜମ୍ଭୀରା ନଦୀରେ ବନ୍ୟା। ବନ୍ୟା ଯୋଗୁଁ ୬୧ ନମ୍ବର ରାଜ୍ୟ ରାଜପଥର ଜମ୍ଭୀରା ନଦୀ ପୋଲ ଭରଡ଼ାନଣ୍ଡା ଠାରେ ରାସ୍ତା ଉପରେ ବନ୍ୟାଜଳ ପ୍ରଭାବିତ ହେଉଥିବାରୁ ଅମରଦା-ଚିତ୍ରଡ଼ା ରାସ୍ତାରେ ଯାତାୟାତ ଠପ ହୋଇଯାଇଛି। ତେବେ ବନ୍ୟା ଦ୍ୱାରା ପ୍ରଭାବିତ ଲୋକେ କ’ଣ କହୁଛନ୍ତି ତାଙ୍କ ସହ ଆଲୋଚନା କରିଛନ୍ତି ଆମ ମୟୂରଭଞ୍ଜ ପ୍ରତିନିଧି ।

Last Updated : Sep 22, 2021, 6:13 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.