ବନ୍ୟାଜଳ ଘେରରେ ହିରିମୂଳ ଗାଁ

By

Published : Sep 17, 2021, 8:13 PM IST

thumbnail

ଖୋର୍ଦ୍ଧା: ହୀରାକୁଦ ଗେଟ ଖୋଲିବା ପରେ ଖୋର୍ଦ୍ଧାର ରାଜୁଆ, ଦୟା ଓ ମଲାଗୁଣି ନଦୀରେ ଆସିଛି ବନ୍ୟାଜଳ । ସେହିପରି ଖୋର୍ଦ୍ଧା ଜିଲ୍ଲାର ନରଣଗଡ଼, ଓରବରସିଂହ, ବ୍ରଜମୋହନପୁର ଗ୍ରାମପଞ୍ଚାୟତର ବହୁ ଗାଁ ଏବେ ଜଳମଗ୍ନ । ଦୁଇଦିନ ଧରି ହିରିମୂଳ ଗ୍ରାମରେ ବନ୍ୟାଜଳ ପଶିବା ଫଳରେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ । ହିରିମୂଳ ଗାଁ ସମ୍ପୂର୍ଣ୍ଣ ଭବେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି । ଦେଖନ୍ତୁ ଗ୍ରାଉଣ୍ଡ ଜିରୋ ରିପୋର୍ଟ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.