ଗୋଟିଏ ବର୍ଷ ମଧ୍ୟରେ କାର୍ଯ୍ୟକାରୀ ହେବ ଛେଳିଗଡ ପ୍ରକଳ୍ପ: ବିପିନ ଚନ୍ଦ୍ର ପ୍ରଧାନ

By

Published : Feb 9, 2022, 8:16 PM IST

thumbnail

ବ୍ରହ୍ମପୁର: ଆସନ୍ତା ଏକ ବର୍ଷ ମଧ୍ୟରେ କାର୍ଯ୍ୟକାରୀ ହେବ ଛେଳିଗଡ ପ୍ରକଳ୍ପ । ସରକାରଙ୍କ ଉଦ୍ୟମରେ ଏହି ପ୍ରକଳ୍ପ ଅନେକ ଅଗ୍ରଗତି ହୋଇଥିବା ବେଳେ ଖୁବଶୀଘ୍ର ଏଥିରୁ ପାନୀୟଜଳ ପାଇବେ ଦିଗପହଣ୍ଡିବାସୀ । ଏହା କହିଛନ୍ତି ଦିଗପହଣ୍ଡି ବ୍ଳକ ୨୬ ନମ୍ବର ଜୋନ ବିଜୁ ଜନତା ଦଳ ଜିଲ୍ଲା ପରିଷଦ ପ୍ରାର୍ଥୀ ବିପିନ ଚନ୍ଦ୍ର ପ୍ରଧାନ । ନିର୍ବାଚନ ପ୍ରଚାର ବେଳେ ଏନେଇ ବିପିନଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ସମ୍ବାଦଦାତା ସମୀର ଆଚାର୍ଯ୍ୟ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.